ଠାଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାନ ପ୍ରା, ଠା, ଠାଆଁ, ଠାଣ) ସମ୍ପାଦନା

୧. ସ୍ଥାନ — ୧. Place; locality.
୨. ଜାଗା; ବ୍ୟବଧାନ —୨. Space.
୩. ଭୋଜନସ୍ଥଳ — ୩. The place prepared for taking meals on it.
୪. (ରାଜା ଆଦିଙ୍କ) ଭୋଜନ — ୪. Meals; taking food (of Rājās).
୫. ଭୋଜନ ସ୍ଥାନରେ ଭୋଜନ ପାତ୍ର ରଖାଯିବା ପୂର୍ବରୁ ଭୂମିରେ ମୁରୁକଦ୍ୱାରା ଲେଖାଯିବା ଚିତ୍ର — ୫. Figures drawn over tho place where plates for a meal are kept.
୬. ଭୋଜନ ନିମନ୍ତେ ସ୍ଥାନ ଓ ଆସନ ଆଦି ପ୍ରସ୍ତୁତ କରିବା — ୬. Preparation for taking meal.

[ଦ୍ରଷ୍ଟବ୍ୟ —ଏହି ଶବ୍ଦ ଅନ୍ୟ ଶବ୍ଦ ଅନ୍ୟ ସଙ୍ଗରେ (ଯଥା—ଏ, ଏହି, ସେ, ସେହି, ତା, ତାହା, ମୋ, ତୁମ୍ଭ) ବ୍ୟବହୃତ ହେଲେ ୧—ସ୍ଥାନା, ୨—ପାଖ, ୩—ସମ୍ପର୍କ ଅର୍ଥ ବୁଝାଏ]

ଦେଶଜ - ଅ ସମ୍ପାଦନା

(ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ)—(ଅମୁକ) ସ୍ଥାନର — Of such or such place.