ଠସ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାସକ=ଜଳବୁଦ୍ଦୁଦ) ସମ୍ପାଦନା

୧. (ବଣିଆ ଶବ୍ଦ) ଲୁହା କିମ୍ୱା କଂସାର ଏକପ୍ରକାର ଛାଞ୍ଚ — ୧. A die; a mould.

[ଦ୍ରଷ୍ଟବ୍ୟ —ଏହା ଉପରେ ସୁନା ବା ରୂପାର ପାତିଆ ରଖି ପିଟିଲେ ଛାଞ୍ଚର ଆକାର ଅନୁରୂପ ପାତିଆର ଆକାର ହୋଇଥାଏ]

୨. ଠସକ (ଦେଖ) - —୨. Ṭhasaka (See)