ଠସ
ଠସ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାସକ=ଜଳବୁଦ୍ଦୁଦ)
ସମ୍ପାଦନା- ୧. (ବଣିଆ ଶବ୍ଦ) ଲୁହା କିମ୍ୱା କଂସାର ଏକପ୍ରକାର ଛାଞ୍ଚ — ୧. A die; a mould.
[ଦ୍ରଷ୍ଟବ୍ୟ —ଏହା ଉପରେ ସୁନା ବା ରୂପାର ପାତିଆ ରଖି ପିଟିଲେ ଛାଞ୍ଚର ଆକାର ଅନୁରୂପ ପାତିଆର ଆକାର ହୋଇଥାଏ]
- ୨. ଠସକ (ଦେଖ) - —୨. Ṭhasaka (See)