ଠଣା ମାରିବା

ଓଡ଼ିଆ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଠଣା ଠୁକିବା; ଟାକର ମାରିବା; ଆଙ୍ଗୁଠିକୁ ମୁଠା କିର ଆଙ୍ଗୁଠିର ଗୋବାଦ୍ୱାର କୌଣସି ବ୍ୟକ୍ତିକୁ ଆଘାତ କରିବା
୨. କାନ୍ଥରେ ଥିବା ଠଣାକୁ ବୁଜି ଦେବା