ଠଣା ଠୁଙ୍କିବା
ଠଣା ଠୁଙ୍କିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଠଣାଦେବା, ଠଣାମାରିବା ଅନ୍ୟରୂପ
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ଆଙ୍ଗୁଠିର ଗଣ୍ଠିଦ୍ୱାରା ଅନ୍ୟର ମୁଣ୍ଡର ଖପୁରିରେ ଆଗାତ କରିବା — ୧. To strike on the skull with the kunckles.
ଠଣା ଠୁଙ୍କି ତାପ ତ୍ରାସ ମୁଣ୍ଡେ ମନମଥ ପାଶ ବନ୍ଧନ କର ତୁ ମୋତେ ମୋ ଚିତ୍ତରେ କବିସୂର୍ଯ୍ୟ. କିଶୋରୀଚମ୍ପୁ ଠ ଗୀତ
- ୨. (ଲକ୍ଷଣାର୍ଥ) ଆଘାତ କରିବା — ୨. (figurative) To strike.
- ୩. (ଲକ୍ଷଣାର୍ଥ) ବଳପୂର୍ବକ ଦୂର କରିବା — ୩ (figurative) To remove with force.