ଠଣା ଠୁଙ୍କିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଠଣାଦେବା, ଠଣାମାରିବା ଅନ୍ୟରୂପ

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଆଙ୍ଗୁଠିର ଗଣ୍ଠିଦ୍ୱାରା ଅନ୍ୟର ମୁଣ୍ଡର ଖପୁରିରେ ଆଗାତ କରିବା — ୧. To strike on the skull with the kunckles.

ଠଣା ଠୁଙ୍କି ତାପ ତ୍ରାସ ମୁଣ୍ଡେ ମନମଥ ପାଶ ବନ୍ଧନ କର ତୁ ମୋତେ ମୋ ଚିତ୍ତରେ କବିସୂର୍ଯ୍ୟ. କିଶୋରୀଚମ୍ପୁ ଠ ଗୀତ

୨. (ଲକ୍ଷଣାର୍ଥ) ଆଘାତ କରିବା — ୨. (figurative) To strike.
୩. (ଲକ୍ଷଣାର୍ଥ) ବଳପୂର୍ବକ ଦୂର କରିବା — ୩ (figurative) To remove with force.