ଠଣା
ଠଣା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାନ; ତୁଳ. ପ୍ରା. ଠାଣ) ସମ୍ପାଦନା
- ୧. କାନ୍ଥକୁରା —୧. Niche.
ଠଣାରେ ମୁଠି ରଖି ଦେଇଥିଲା ଫକାରମୋହନ. ଛମାଣଆଠଗୁଣ୍ଠ
- ୨. ନିର୍ଦ୍ଦିଷ୍ଟ ସ୍ଥାନ — ୨. Seat; appropriate place.
ଅନୁବାଦ ସମ୍ପାଦନା
ଠଣା
|
- ୩. ବକ୍ରାଙ୍ଗୁଳିର ଗଣ୍ଠିଦ୍ୱାରା ମସ୍ତକର ଖପୁରିରେ ଆଘାତ — ୩. A blow on the skull with the knuckles.
ଠଣା ଠୁଙ୍କି ତାପତ୍ରାସ, ମୁଣ୍ଡେ ମନମଥ ପାଶ ବନ୍ଧନକର ତୁ ମୋତେ ଚିତ୍ତରେ କବିସୂର୍ଯ୍ୟ. କିଶୋରୀଚମ୍ପୁ. ଠ ଗୀତ
ଅନୁବାଦ ସମ୍ପାଦନା
- ୩. ଠାବ; ସ୍ଥାନ; ଅବସ୍ଥିତ; ବାସସ୍ଥଳ — ୩. Residence; habitat.
- ୬. ଶିବିର; ଛାଉଣି —୬. Encampment (Beams).
- ୭. ପହରା; ଜଗିବା —୭. Watching; guarding.
ରାମ ଆଜ୍ଞା ପାଇଣ କପି ରାଜନ, କପି ପେଶି ଠାବେ ଠାବେ ଠଣା ଦେଲେ ବିଶ୍ୱନାଥ. ବିଚିତ୍ରରାମାୟଣ