ଠଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସ୍ଥା ଧାତୁ) ସମ୍ପାଦନା

୧. ଅଙ୍ଗର ଶୋଭା — ୧. Symmetry; bodily grace.

ଠଣ ସୁନ୍ଦର ଶିରୋମଣି, ଠାବେ କମଳା ଯାର ରାଣୀ କମଳଲୋଚନ. ଚଉତିଶା

୨. ଠାଣ —୨. Pose of the body.
୩. ସୌନ୍ଦର୍ଯ୍ୟ —୩. Grace; beauty.
୪. ଅଙ୍ଗର ଗଠନ —୪. Cut of the body.

କୋଇଲି ! ଠଣ ଯେ ସୁନ୍ଦର ବେନି ପୋଏ ବଳରାମ ଦାସ. କୋଇଲି

ବିଶେଷଣ - ସମ୍ପାଦନା

ସୁନ୍ଦର —Graceful.

ଠଣ ଚନ୍ଦ୍ରମୁହଁରେ, ଠଉରିବି କେହିରେ କବିସୂର୍ଯ୍ୟ. ରତ୍ନାକରଚମ୍ଫୂ ଠ ଗୀତ