ଠଣ
ଠଣ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସ୍ଥା ଧାତୁ)
ସମ୍ପାଦନା- ୧. ଅଙ୍ଗର ଶୋଭା — ୧. Symmetry; bodily grace.
ଠଣ ସୁନ୍ଦର ଶିରୋମଣି, ଠାବେ କମଳା ଯାର ରାଣୀ କମଳଲୋଚନ. ଚଉତିଶା
- ୨. ଠାଣ —୨. Pose of the body.
- ୩. ସୌନ୍ଦର୍ଯ୍ୟ —୩. Grace; beauty.
- ୪. ଅଙ୍ଗର ଗଠନ —୪. Cut of the body.
କୋଇଲି ! ଠଣ ଯେ ସୁନ୍ଦର ବେନି ପୋଏ ବଳରାମ ଦାସ. କୋଇଲି
ବିଶେଷଣ -
ସମ୍ପାଦନାସୁନ୍ଦର —Graceful.
ଠଣ ଚନ୍ଦ୍ରମୁହଁରେ, ଠଉରିବି କେହିରେ କବିସୂର୍ଯ୍ୟ. ରତ୍ନାକରଚମ୍ଫୂ ଠ ଗୀତ