ଠଙ୍ଗ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ -(ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ମୂଲ୍ୟ; ଦାମ — Price.

ଯଚନିଆ ମାଲର ଠଙ୍ଗ୍ ନାହିଁ ଢ଼ଗ

ଅ. ସମ୍ପାଦନା

(ଧ୍ୱନ୍ୟନୁକରଣ)—ଖଣ୍ଡା ଆଦିରେ କୌଣସି ପଦାର୍ଥକୁ ଜୋର୍ରେ ହଠାତ୍ କାଟି ଦେବା ପ୍ରକାରେ — Swiftly or suddenly (to cut asunder the head with a sharp weapon); swiftly and with a thud.

(ଯଥା—ମୁଁଡ଼୍ଟା ଠଙ୍ଗ୍ କରି ହାନି ଦେଲାରେ)