ଠକ୍ ଠକ୍ ଠକସା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ଯେ ଠକ୍ ଠକ୍ ହୋଇ ଗତି କରେ — Making a rattling sound during movement.

ଠକ ଠକ ଠକସା, ୩ ମୁଣ୍ଡ ୧ ଗୋଡ଼ କହିଦବୁଟି ମଉଷା ପ୍ରହେଳିକା

(ଏଥିରେ ଉତ୍ତର—ହଳ ବୁଲାଉ ଥିବା ଦୁଇଟି ବଳଦ ଓ ଗୋଟିଏ ମନୁଷ୍ୟ)