ଠକ୍ କରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଠକ୍କିନା, ଠକ୍କିନି, ଠକ୍କିରି, ଠକ୍ଦସ୍—ଅନ୍ୟରୂପ)

ଦେଶଜ - ଅ. ସମ୍ପାଦନା

୧. ହଠାତ୍ — ୧. Suddenly.

ପାପିଟାର ଧନ ପାଣି ପରି ବଢ଼ି ଯାଉଛି, ଏବେ ଜାଣ ଠକ୍ କରି ଛିଡ଼ି ପଡ଼ିବ ଫକୀରମୋହନ. ଗଳ୍ପସ୍ୱଳ୍ପ