ଠକ୍ଠାକ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ଅ ସମ୍ପାଦନା

୧. ତତ୍କ୍ଷଣାତ; ହଠାତ୍; — ୧. At once; in no time.

(ଯଥା—ମୋତେ ମୋର ପ୍ରାପ୍ୟ ଦେବାର ହେଲେ ଠକ୍ଠାକ୍ ଦେଇଦିଅ)

୨. ନଗଦ; ରୋକ୍ ସୋକ୍ —୨. In cash.