ଠକ୍ଠକି

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ବିପଦ; ଉତ୍ପାତ — ୧. Calamity; hardship.
୨. ଝଞ୍ଜଟ; କଠିନ ବ୍ୟାପାର; ବିଷମ ସମସ୍ୟା — ୨. Crisis; dilemma; difficulty.
୩. ଠକ୍ଠକି ତନ୍ତ (ଦେଖ) - — ୩. Ṭhak-ṭhaki tanta (See)

ବିଶେଷଣ -

ସମ୍ପାଦନା

ଯାହା ଠକ୍ ଠକ୍ ଶବ୍ଦ କରେ — Producing a clicking or clapping sound.