ଠକ୍ଠକି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ବିପଦ; ଉତ୍ପାତ — ୧. Calamity; hardship.
୨. ଝଞ୍ଜଟ; କଠିନ ବ୍ୟାପାର; ବିଷମ ସମସ୍ୟା — ୨. Crisis; dilemma; difficulty.
୩. ଠକ୍ଠକି ତନ୍ତ (ଦେଖ) - — ୩. Ṭhak-ṭhaki tanta (See)

ବିଶେଷଣ - ସମ୍ପାଦନା

ଯାହା ଠକ୍ ଠକ୍ ଶବ୍ଦ କରେ — Producing a clicking or clapping sound.