ଠକ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - (ଧ୍ୱନ୍ୟନୁକରଣ) ଅ. ସମ୍ପାଦନା

(ସଂସ୍କୃତ - ସ୍ତକ୍; ଷ୍ଟକ୍ ଧାତୁ=ପ୍ରତିଘାତ) କାଠ ଆଦି କୌଣସି ଦୃଢ଼ ବସ୍ତୁରେ ଅନ୍ୟ ଦୃଢ଼ ବସ୍ତୁ ଥରେ ବାଜିବାର ଶବ୍ଦ; ଧାତବ ପଦାର୍ଥ ଛଡ଼ା ଅନ୍ୟ କଠିନ ବସ୍ତୁ— ଦ୍ୱୟର ଥରେ ପ୍ରତିଘାତଜନିତ ଶବ୍ଦ — Clattering sound of two hard things (except metal) striking against each other; click.

(ଯଥା—ଦୁଇଖଣ୍ଡ କାଠିର ପରସ୍ପର ସହିତ ଥରେ ଆଘାତଜନିତ ଶବ୍ଦ)