ଠକେଇବା
ଠକେଇବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରି. (ସ୍ଥଗ୍ ଧାତୁ=ଗୋପନ)
ସମ୍ପାଦନା- ୧. ପ୍ରତାରଣା କରିବା; ଭଣ୍ଡିବା — ୧. To cheat; to swindle; to deceive; to delude; to practise deception.
- ୨. କୌଣସି କାର୍ଯ୍ୟକୁ ଉପରଠାଉରିଆ କରି ସମ୍ପନ୍ନ କରିବା —୨. TO finish a work any how.
- ୩. (କୋଲପ ବା ତାଲାକୁ) ବନ୍ଦ ନ କରି ବନ୍ଦ ହେବାଭଳି ଅଟକାଇ ରଖିଦେବା —୩. To leave a padlock unlocked but a position appearing to an onlookers as if it were locked.
- ୪. (କୌଣସି ବ୍ୟକ୍ତିକୁ) କୌଣସି ସ୍ଥାନରେ ବା ଚାକିରିରେ ଅସ୍ଥାୟୀଭାବରେ (ଅର୍ଥାତ୍ ଆପାତତଃ କିଛିଦିନ ପାଇଁ) ରଖାଇବା —୪. TO place man temporarily in a post for the present.