ଠକିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ସ୍ଥଗ; ଷ୍ଟଗ୍ ଧାତୁ=ଗୋପନେ) ସମ୍ପାଦନା

୧. ପ୍ରତାରିତ ହେବା — ୧. To be deceived.
୨. ପ୍ରତାରଣା କରିବା —୨. To cheat; to deceived.
୩. ଭଣ୍ଡାଇବା; ଭଣ୍ଡିବା —To simulate.

ଠଣସୁନ୍ଦର ମୁଖ ଦେଖାଇ ଠକି ଲୁଚିଗଲେ କାହିଁ ପାଇଁ ଗୋଲକ. ଇନ୍ଦୁରେଖା

୪. ଛଳନା କ୍ରମେ କାଳକ୍ଷେପ କରିବା — ୪. To put off various excuses.