ଠକାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଠାରଠୁର; ସଙ୍କେତ — ୧. Dumb significant signs; gesture.
୨. ଠକପଣ; ଠକାମୀ —୨. Roguery.

ଠକାର ପର ଠକାର ପରିହର ନପାରୁ ନିଶ୍ଚେ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ


ଅନୁବାଦ ସମ୍ପାଦନା

୩. କପଟ; ଛଳ —୩. Deseit; feigning.
୪. ଗୋପନୀୟ ପରାମର୍ଶ —୪. Secret consulation.

ଦେଶଜ - ବିଶେଷଣ - (ସଂସ୍କୃତ - ଠ+ଆକାର) ସମ୍ପାଦନା

ଠପରି ଆକାର ଯାହାର; ପୂର୍ଣ୍ଣ ଗୋଲ —Shaped loke the letter ṭh; round; circular.