ଠଉରେଇବା
ଠଉରେଇବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରି. (ସଂସ୍କୃତ - ସ୍ଥିର)
ସମ୍ପାଦନା- ୧. ଅନୁସନ୍ଧାନ ପୂର୍ବକ ସ୍ଥିର କରିବା —୧. To ascertain after enquiry or search.
ଠକରାଇ ଅବସର କଲେ ତୁ ପ୍ରସଙ୍ଗ ମୋର କବିସୂର୍ଯ୍ୟ. କିଶୋରୀଚମ୍ପୁ ଠ. ଗୀତ
- ୨. ଅନୁମାନ କରିବା — ୨. To guess; to infer; to conjecture.
ଠଣା କରି ପ୍ରେମପଥ କଲବଣା ଠଉରାଇଲି ଯା ନାହିଁ ଗୋଲେକ. ଅନ୍ଦୁରେଖା
- ୩. ଉଣ୍ଡିବା; ଖୋଜିବା; ଅନ୍ଧାରରେ ଉଣ୍ଡାଳିବା — ୩. To seek; to search; to feelin the dark.
- ୪. କଳ୍ପନାଦ୍ୱାରା ସ୍ଥିର କରିବା ବା ଭାବିବା — ୪. To imagine.
ଠଉରାଇବ ତୋ ବିଭ୍ରମ ରାଶି କବିସୂର୍ଯ୍ୟ. କବିତାକଲ୍ଲୋଳ
- ୫. ଇନ୍ଦ୍ରିୟ ଗୋଚରକୁ ଆଣିବା; ଇନ୍ଦ୍ରିୟଦ୍ୱାରା ଅନୁଭବ କରିବା —୫. To perceive; to feel; to find.