ଠଉରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ସ୍ଥିର) ସମ୍ପାଦନା

୧. ସ୍ଥିର ହେବା; ସ୍ଥିର ବା ଦୃଢ଼ ଭାବରେ ରହିବା —୧. To remain fixed; to remain undisturbed; to become settled.

କି ନୀତି କି ଜାତିଶୀଳ, କି କୁଳବରତ ଫଳ ଠଉରି ପାରିଲା ମୋ ମତିରେ କବିସୂର୍ଯ୍ୟ. କିଶୋରୀଚମ୍ପ କ. ଗୀତ

୨. ସ୍ଥିରକୃତ ହେବା; ସିନ୍ଧାନ୍ତ ହେବା — ୨. To be adjudged; to be determined.
୩. ଠାକିବା; ବଞ୍ଚିବା —୩. To live; to subsist.

ଠଉରିବ ନାହିଁ ବୋଲି ଠଉରି ବିଭାଗ ପାଇଣ ମଦନ ପଳାଏ ରତେ ଛଇଳ କବିସୂର୍ଯ୍ୟ. ଚୁମ୍ପା ଗୀତ

୪. ଅପେକ୍ଷା କରିବା —୪. To wait.

ଠଉରିବି ନାହିଁ ବୋଲି ଠଉରି ବିଭାଗ ପାଇଣ ମଦନ ପଳାଏ ରତେ ଛଇଳି କବିସୂର୍ଯ୍ୟ. ଚୁମ୍ପା ଗୀତ

୫. ଅନୁମତି ନେବା — ୫. To be guessed or inferred.
୬. ସହ୍ୟ କରିବା; ସହିବା — ୬. TO hear up; to endure.
୭. ଭାରା ସମ୍ଭାଳିବା —୭. To sustain.
୮. ଠଉରାଇବା (ଦେଖ) - —୮. Ṭhaurāibā (See)