ଠଉରିବା
ଠଉରିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରି. (ସଂସ୍କୃତ - ସ୍ଥିର)
ସମ୍ପାଦନା- ୧. ସ୍ଥିର ହେବା; ସ୍ଥିର ବା ଦୃଢ଼ ଭାବରେ ରହିବା —୧. To remain fixed; to remain undisturbed; to become settled.
କି ନୀତି କି ଜାତିଶୀଳ, କି କୁଳବରତ ଫଳ ଠଉରି ପାରିଲା ମୋ ମତିରେ କବିସୂର୍ଯ୍ୟ. କିଶୋରୀଚମ୍ପ କ. ଗୀତ
- ୨. ସ୍ଥିରକୃତ ହେବା; ସିନ୍ଧାନ୍ତ ହେବା — ୨. To be adjudged; to be determined.
- ୩. ଠାକିବା; ବଞ୍ଚିବା —୩. To live; to subsist.
ଠଉରିବ ନାହିଁ ବୋଲି ଠଉରି ବିଭାଗ ପାଇଣ ମଦନ ପଳାଏ ରତେ ଛଇଳ କବିସୂର୍ଯ୍ୟ. ଚୁମ୍ପା ଗୀତ
- ୪. ଅପେକ୍ଷା କରିବା —୪. To wait.
ଠଉରିବି ନାହିଁ ବୋଲି ଠଉରି ବିଭାଗ ପାଇଣ ମଦନ ପଳାଏ ରତେ ଛଇଳି କବିସୂର୍ଯ୍ୟ. ଚୁମ୍ପା ଗୀତ
- ୫. ଅନୁମତି ନେବା — ୫. To be guessed or inferred.
- ୬. ସହ୍ୟ କରିବା; ସହିବା — ୬. TO hear up; to endure.
- ୭. ଭାରା ସମ୍ଭାଳିବା —୭. To sustain.
- ୮. ଠଉରାଇବା (ଦେଖ) - —୮. Ṭhaurāibā (See)