ଠଂ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - (ଧ୍ୱନ୍ୟନୁକରଣ) ସମ୍ପାଦନା

ଅ.— ଧାତୁମୟ ଦ୍ରବ୍ୟ ସଙ୍ଗେ କୌଣସି କଠିନ ପଦାର୍ଥ ବାଜିଲେ ଯେଉଁ ଶବ୍ଦ ଜାତ ହୁଏ; ଟଂ — Soundof ametallic vessel struck by a hard substance; clanking sound.

ପ୍ରାଦେଶିକ - (ସମ୍ୱଲପୁର) ଅ. ସମ୍ପାଦନା

ଠଙ୍ଗ (ଦେଖ) - Ṭhaṅg (See)