ଟୋଲା
ଟୋଲା
ଉଚ୍ଚାରଣ
ସମ୍ପାଦନାପ୍ରାଦେଶିକ -
ସମ୍ପାଦନା- ୧. (ପୁରୀ) ପୁରୀ ଜିଲ୍ଲା ରାହାଙ୍ଗର ପ୍ରଥମ ଅଧିବାସୀ ବୈଦିକ ବ୍ରାହ୍ମଣମାନଙ୍କ ବଂଶର ପୂର୍ବ ମର୍ଯ୍ୟାଦାସୂଚକ ଉପାଧିବିଶେଷ —A distinguishing title of some Brahman families of Puri district.
(ଯଥା—ଟୋଲା ମିଶ୍ରେ)
- ୨. (ସମ୍ୱଲପୁର) (ତୁଳ. ବଙ୍ଗାଳୀ - ଓ ହିନ୍ଦୀ - ଏହି ଅର୍ଥରେ ଏହି ଶବ୍ଦ)—ଟୁଲା (ଦେଖ) - ୨. Ṭulā (See)
ଦେଶଜ - ବିଶେଷଣ -
ସମ୍ପାଦନାଟୋଲିକା (୧): (ଦେଖ) - Ṭolakā (୧) (See)