ଟୋଲକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ତଳ) ସମ୍ପାଦନା

୧. କଠିନ ପଦାର୍ଥର ଆଗାତ ଯୋଗୁଁ କୌଣସି ଅଂଶ ନଇଁ ଯାଇଥିବା; ଆଘାତ ବାଜିବା ହେତୁ ଚେପା ହୋଇଥିବା (ଧାତୁପାତ୍ର) — ୧. Dented or depressed (utensil).
୨. ପାଚି ପୂଜ ପୂର୍ଣ୍ଣ ହୋଇ ଫୁଲିଥିବା (ବଥ) — ୨. Swollen and suppurated (boil).