ଟୋପି
ଟୋପି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଫୁଟ ଧାତୁ ବର୍ଣ୍ଣ ବିପର୍ଯ୍ୟୟ)
ସମ୍ପାଦନା- ୧. କପାଳରେ ଘେନିବା ତିଳକଦିର କ୍ଷୁଦ୍ର ବିନ୍ଦୁ — ୧. A small circular mark or spot painted on the forehead; with sandal paste etc; tip.
କପାଳେ ଦେଇ ଫଗୁଟୋପି ନିତ୍ୟେ ନଚାଉଥାନ୍ତି ଗୋପୀ ଭୂପତି. ପ୍ରେମପଞ୍ଚାମୃତ
- ୨. ଜଳାଦି ତରଳ ପଦର୍ଥର କ୍ଷୁଦ୍ରବିନ୍ଦୁ — ୨. Small drop of loquid.
ଅର୍ଜୁନଙ୍କ ମୁଖରେ ଦେଖି ଝାଳ ଟୋପି କୃଷ୍ଣସିଂହ. ମହାଭାରତ. ବନ
[ଦ୍ରଷ୍ଟବ୍ୟ —'ଟୋପି' 'ଟୋପା' ଠାରୁ କ୍ଷୁଦ୍ରତର]
- ୩. (ସଂସ୍କୃତ - ସ୍ତୁପ)—ମସ୍ତକାବରଣ —୩. Cap.
- ୪. ବନ୍ଧୁକନଳୀର ମୂଳରେ ଥିବା ଛିଦ୍ରପାଖେ ଖଞ୍ଜାଯିବା ବାରୁଦଯୁକ୍ତ ଧାତୁମୟ ଖୋଳ (ଯାହା ଉପରେ ଘୋଡ଼ା ଟିପିଲେ ନିଆଁ ବାହାରି ନଳୀଭିତରର ବାରୁଦକୁ ଧରେ) — ୪. Percussion cap.
- ୫. ଟିକିଲି (ଦେଖ) - —୫. Ṭikili (See)
- ୬. ଛୋଟ ଡ଼ାଲା; ଚାଙ୍ଗୁଡ଼ି — ୬. Small basket; tray.