ଟୋକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(ଟୋକୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୋକ) ସମ୍ପାଦନା

୧. ପିଲା ବା ବାଳକ — ୧. Boy; lad.
୨. ଯୁବକ —୨. Youth; young man.
୩. (ଅନାଦର ଅର୍ଥରେ) ଆଧୁନିକ ଯୁଗର ଯୁବକ — ୩. The youngsters of to-day.

(ଯଥା—ଆଜି କାଲିର ଟୋକାଙ୍କୁ ବଳ ପାଉ ନାହିଁ )

୪. ଅନୁଭବହୀନ ଯୁବକ — ୫. In experienced youth.

ତୁ ପରା ଟୋକା ତାଡ଼କା ମରା ଟୋକା, ବାଙ୍ଗିଛୁ ଧନୁ ଖଣ୍ଡ଼େ ପୁରୁଣା ପକାରେ—ବିଶ୍ୱନାଥ. ବିଚିତ୍ର ରାମାୟଣ

୫. ଅପରିଣତ ବୟସ୍କ ଯୁବକ — ୫. Raw youth.