ଟେଲିଗ୍ରାଫ
ଟେଲିଗ୍ରାଫ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ବୈଦେଶିକ - ବିଶେଷ୍ୟ - (ଇଂ; ଟେଲିଗ୍ରାଫ; ଗ୍ରୀକ. ଟେଲି=ଦୁର+ ଗ୍ରାଫୋ=ଲେଖିବା) ସମ୍ପାଦନା
- ୧. ବିଦ୍ୟୁତ୍ ସାହାଯ୍ୟରେ ତାରଦ୍ୱାରା ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଲଖିତ ସଂବାଦ ପ୍ରେରଣ କରିବାର ପ୍ରକ୍ରିୟା — Telegraph
- ୨. ତାରଦ୍ୱାରା ଲିଖିତ ପ୍ରେରିତ ସଂବାଦ;ତାରା ଖବର — ୨. Telegraph; telegraphic message.
[ ଦ୍ର—ଇଂରାଜିରେ ଟେଲିଗ୍ରାଫର ଅର୍ଥ ବୈଦ୍ୟୁତିକ ଉପାୟରେ ତାରଦ୍ୱାରା ସଂବାଦ ପ୍ରେରଣ କ୍ରିୟା ଓ 'ଟେଲିଗ୍ରାମ'ର ଅର୍ଥ ତାରଦ୍ୱାରା ପ୍ରେରିତ ସଂବାଦର ଲିପି, ମାତ୍ର ଓଡ଼ିଆରେ ଏ ଦୁଇ ଶବ୍ଦର ବ୍ୟବହାରରେ ପ୍ରଭେଦ ରକ୍ଷା କରାଯାଏ ନାହିଁ ]