ଟେଣ୍ଡର୍ ଫାରମ୍

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

(ଟେଣ୍ଡରଫର୍ମ, ଟେଣ୍ଡରଫାର୍ମ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂ)

ସମ୍ପାଦନା

ଟେଣ୍ଡର୍ ଦେବା ବ୍ୟକ୍ତିମାନେ ଭିନ୍ନ ଭିନ୍ନ କାର୍ଯ୍ୟରେ ରେଟ ପୂରଣ କରିବାପାଇଁ ରୂଲ ପଡ଼ି ହେଡିଙ୍ଗ୍ ଲେଖା ଥିବା ଫାରମ — Tender-form.