ଟେଣ୍ଡର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂ) ସମ୍ପାଦନା

୧. କୌଣସି କାର୍ଯ୍ୟ ନିର୍ଦ୍ଦିଷ୍ଟ ରେଟ୍ରେ ଠିକାରେ କରିବା ପାଇଁ ଉମେଦବାର ଲୋକମାନଙ୍କର ପ୍ରସ୍ତାବ —୧. Tender for executing a work.
୨. କଣ୍ଟ୍ରାକ୍ଟରଙ୍କର ନିର୍ଦ୍ଧିଷ୍ଟ ରେଟରେ କୌଣସି କାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ପତ୍ର —୨. The paper containing tenders from contractors.