ଟେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)
  • (file)

ଅନୁବାଦ ସମ୍ପାଦନା

ପ୍ରାଦେଶିକ - (ପୁରୀ ଓସମ୍ୱଲପୁର) ପ୍ରତ୍ୟୟ (ଅନାଦରାର୍ଥକ) ସମ୍ପାଦନା

ଗୋଟାଏ; ଏକଗୋଟା; —(a particle added to a noun) A; one.

ଉପାଡ଼ି ବୃକ୍ଷଟେ ଧଇଲା କରି ସଜ କୃଷ୍ଣସିଂହ—ମହାଭାରତ ଆଦି ଭଙ୍ଗା ଦରପଣ ପଇସାଟେ, ଦୁଃଖର ସୁଖର ଘଇତାଟେ ଢ଼ଗ

[ଦ୍ରଷ୍ଟବ୍ୟ —ଏହା ବିଶେଷ ପରେ ମଧ୍ୟ ବ୍ୟବହୃତ ହୁଏ ଯଥା ଦୁଷ୍ଟ ଟେ]