ଟୁର
ଗସ୍ତ; ରାଜକାର୍ଯ୍ୟ ଉପଲକ୍ଷେ ଭ୍ରମଣ — Tour.
ସ୍ତ୍ରୀଲୋକମାନଙ୍କର ଗୋଡ଼ରେ ପିନ୍ଧିବା ବଳୟ ବା ଅଳଙ୍କାରବିଶେଷ —A kind of anklet worn by females.