ଟୁମାଟୁମ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(ଟମ୍ଟାମ୍—ଅନ୍ୟରୂପ)

ଦେଶଜ - ବିଶେଷଣ - ସମ୍ପାଦନା

୧. ଅତି ଭୋଜନରେ ପୂର୍ଣ୍ଣ ବା ଫୁଲିଥିବା (ପେଟ) —୧. Distended or swollen as by over-eating (said of belly)
୨. ଜଳପୂର୍ଣ (ପୋଖରୀ) — ୨. (a tank) Full to the brim.