ଟୁପା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ସମ୍ୱଲପୁର ତୁଳ. ହିନ୍ଦୀ - ଟୋପା) ବିଶେଷ୍ୟ - ସମ୍ପାଦନା

ବଡ଼ ଟୋକେଇ Big basket.

ପ୍ରାଦେଶିକ - (ସିଂହ ଭୂମ) ବିଶେଷ୍ୟ - ସମ୍ପାଦନା

ବାଉଁଶିଆ; ବାଉଁଶପାତିଆରେ ବୁଣା ଛୋଟ ପାଛିଆ —A small basket made of thin lath of bamboo.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

ଟୋପା —Drop.