ଟୁଣ୍ଟୁଣ୍
ଟୁଣ୍ଟୁଣ୍
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଟୁଣ୍ଟୁଣ୍
|
(ଟୁଣୁଟୁଣୁ, ଟୁଣ୍ଟାଣ୍—ଅନ୍ୟରୂପ)
ଦେଶଜ - ଅ. (ଧ୍ୱନ୍ୟନୁକରଣ) ସମ୍ପାଦନା
ଘଣ୍ଟି ବାଜିବା ଶବ୍ଦ — Tinkling of bells.
ଦେଶଜ - ବିଶେଷଣ - ସମ୍ପାଦନା
- ୧. ପ୍ରସବୋନ୍ନୁଖୀ; ଆସନ୍ନପ୍ରସବା — ୧. Ready to burst; fully pregnant; about to give birth.
- ୨. ଯେଉଁ ଧାନ ଗଛର କେଣ୍ଡା ପକାଇବା ଭଳି ଅବସ୍ଥା ହୋଇଥାଏ —୨. (paddy plant) Having the corn in the ear about to burst.
ଆଗେ ବୁଣ ପଛେ ବୁଣ ଗର୍ଭଣାକୁ ଟୁଣ୍ ଟୁଣ୍ ପ୍ରବଚନ