ଟୁକୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

୧. ପଥର ବାଟି ବା ଗିନା — ୧. Small saucer or cup of stone.
୨. (ବାଲେଶ୍ୱର ଓ ସମ୍ୱଲପୁର) ସ୍ତ୍ରୀ; ଟୁକାର ସ୍ତ୍ରୀଲିଙ୍ଗ — ୨. Feminine of Ṭukā.