ଟିପେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ବିଶେଷଣ - ସମ୍ପାଦନା

ଚିମୁଟାଏ; ଟିପରେ ଧରିବା ଭଳି — A quantity of something contained between the phalanges of ୨ fingers; a pinch of.

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

ଲେଶମାତ୍ର; ସାମାନ୍ୟ ପରିମାଣରେ — A little; in a small degree; slightly.

ଟେକିବା କ୍ଷଣି ଟିପେ ଘୁଞ୍ଚାଇ ନ ପାରିଲେ—କୃଷ୍ଣସିଂହ. ମହାଭାରତ, ବନ