ଟିପା କାଠି

ଉଚ୍ଚାରଣ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା

ହାଲୁକା କାଠରେ ନିର୍ମିତ ଦଣ୍ଡବିଶେଷ — A log of light wood used by the Noḻiā fisherman of Puri for floating on the billowy sea.

ଟିପା କାଠି ପୃଷ୍ଠେ ତଲଙ୍ଗେ ନୋଳିଆ ଗାଏ 'ଜୟ ଗଙ୍ଗେଶ୍ୱର' ରାଧାନାଥ. ପାର୍ବତୀ

[ଦ୍ରଷ୍ଟବ୍ୟ —ଏହା ଢିଙ୍କିପରି ଓ (୪୫: ) ହାତ ଲମ୍ୱା ଓ ଅତି ହାଲୁକା କାଠ ପୁରୀର ନୋଳିଆମାନେ ଏହା ଉପରେ ବସି ତରଙ୍ଗମୟ ସମୁଦ୍ରରେ ମାଛ ଧରିବା ପାଇଁ ଅନାୟାସାରେ ବିଚରଣ କରନ୍ତି ଏହା ପାଣିରେ ଭାସି ଉଠେ]