ଟିପମାରିବା
ଟିପମାରିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରି.
ସମ୍ପାଦନା- ୧. [[ ଟିପ ଦେବା (୧[[—୪) (ଦେଖ) - ୧. Ṭipa debā (୧-୪) (See)
- ୨. ତାସ୍ ବା ଗଞ୍ଜପା ଖେଳରେବଡ଼ ବା ହୁକୁମ ସାର ପକାଇ ଛୋଟ ସାରକୁ ଜିତି କରି ନେବା —୨. To play with a card of higher value by throwing it a against a card of lower value.
- ୩. ଫଳ ଆଦି କୌଣସି ବସ୍ତୁକୁ ପରୀକ୍ଷା କରିବା ନିମନ୍ତେ ଟିପ ବା ଆଙ୍ଗୁଠିର ଅଗଦ୍ୱାରା ତାହାକୁ ଟିପି ଦେବା — ୩. To press with the tip one's finger a thing to see if it is soft or ripe.