ଟିଣା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ରୋଗୀ; ଯେ ଅଳ୍ପ କଥାରେ ଚିଡ଼ିଯାଏ; ଚିଡ଼ଲ — ୧. Surly;of an irritable temper; peevish.
୨. ଯେଉଁ କଥା ଶୁଣିଲେ ଲୋକ ଚିଡ଼ି ଉଠେ — ୨. Irritatory (Wards)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଏ ପ୍ରକାର ଘାସ —A kind of grass.

ଟଣା ଟାଙ୍ଗଣା, ଲେମ୍ୱୁ ରସ, ୟାକୁ ନେଇ ବେଗେ ଯାଦୁରେ ଘଷ—ଢଗ

[ଦ୍ରଷ୍ଟବ୍ୟ —ଏ ଘାସ ଶ୍ରାବଣ ମାସରୁ ମାର୍ଗସିର ଯାଏ ବିଲ ଓ ହିଡ଼ରେ ଜନ୍ମେ]

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (ଇଂରାଜୀ - ଟିନ୍; ଟିଣରେ ପ୍ରସ୍ତୁତ ହେବାରୁ) ସମ୍ପାଦନା

ଟିଣର ଡ଼ିବିରି; କିରାସିନୀ ଦୀପ — Kerosine lamp made in tin.