ଟିଣା
ଟିଣା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ -
ସମ୍ପାଦନା- ୧. ରୋଗୀ; ଯେ ଅଳ୍ପ କଥାରେ ଚିଡ଼ିଯାଏ; ଚିଡ଼ଲ — ୧. Surly;of an irritable temper; peevish.
- ୨. ଯେଉଁ କଥା ଶୁଣିଲେ ଲୋକ ଚିଡ଼ି ଉଠେ — ୨. Irritatory (Wards)
ଦେଶଜ - ବିଶେଷ୍ୟ -
ସମ୍ପାଦନାଏ ପ୍ରକାର ଘାସ —A kind of grass.
ଟଣା ଟାଙ୍ଗଣା, ଲେମ୍ୱୁ ରସ, ୟାକୁ ନେଇ ବେଗେ ଯାଦୁରେ ଘଷ—ଢଗ
[ଦ୍ରଷ୍ଟବ୍ୟ —ଏ ଘାସ ଶ୍ରାବଣ ମାସରୁ ମାର୍ଗସିର ଯାଏ ବିଲ ଓ ହିଡ଼ରେ ଜନ୍ମେ]
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (ଇଂରାଜୀ - ଟିନ୍; ଟିଣରେ ପ୍ରସ୍ତୁତ ହେବାରୁ)
ସମ୍ପାଦନାଟିଣର ଡ଼ିବିରି; କିରାସିନୀ ଦୀପ — Kerosine lamp made in tin.