ଟିକ୍ଟିକ୍
ଟିକ୍ଟିକ୍
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଟିକ୍ଟିକ୍
|
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. (ଟିକ୍ଟିକ୍ ଶବ୍ଦ କରିବା ଯୋଗୁଁ ; ସଂସ୍କୃତ - ଟଟ୍ଟନୀ)— ଝିଟିପିଟି; ପଲ୍ଲି; ଗୃହଗୋଧିକା — ୧. The house-lizard; the house gecko; Hemidactylus.
- ୨. (ସଂସ୍କୃତ - ସ୍ତୋକ) ଅତି କ୍ଷୁଦ୍ର କ୍ଷୁଦ୍ର ଖଣ୍ଡ — ୧. Particles; tiny bits.
- ୩. ଶାଖାଶ୍ରୟୀ ପିନ୍ଧିବିଶେଷ — ୩. Reed warbler (a sweet singing bird); Acrocephalus Calamoherpe.
ମୃଦୁ ନାଦେ ର଼ଟେ ଟିକଟିକ ବିହଙ୍ଗ କାଙ୍ଗଳବାସୀ— ରାଧାନାଥ. ଭବଂଶୀ
[ଦ୍ରଷ୍ଟବ୍ୟ —ଏହା ପ୍ରାୟ ୮ ଆଙ୍ଗୁଳି ଲମ୍ୱ ହୁଏ ଏହାର ଦେହ ଈଷ୍ତ୍ ହଳଦିଆ ଏହା କୀଟ ପତଙ୍ଗ ଆଦି ଖାଏ ଏହାର ଗାନ ମଧର ]
ଅନୁବାଦ
ସମ୍ପାଦନାଟିକ୍ଟିକ୍
|
(ଇଂରାଜୀ - ଟ୍ରାଙ୍ଗଲ; ସଂସ୍କୃତ - ତ୍ରିକାଷ୍ଠ) ତିନିଖଣ୍ଡ ତେରଛା ଦଣ୍ଡକୁ ଭୁମିରେ ଠେସ ଲଗାଇ ଠିଆ କରାଯିବା ଯନ୍ତ୍ର. ଯହିଁରେ ଦଣ୍ଡିତ ବ୍ୟକ୍ତିର ହାତଗୋଡ଼କୁ ବାନ୍ଧି ତା ପିଠିରେ ବା ପିଚାରେ ବେତ ଦିଆ ଯାଏ — ୪. Triangle; a triangular form to which offenders are tied and caned.
ଅନୁବାଦ
ସମ୍ପାଦନାଟିକ୍ଟିକ୍
|
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଡ଼ିଟେକ୍ଟିଭ୍)
ସମ୍ପାଦନାଚୋରା ପୁଲିସ୍; ଗୁପ୍ତ ଚର —Detective; detective police.
ଅନୁବାଦ
ସମ୍ପାଦନାଟିକ୍ଟିକ୍
|
ଦେଶଜ - ବିଶେଷଣ -
ସମ୍ପାଦନାକ୍ଷୁଦ୍ର କ୍ଷୁଦ୍ର ଖଣ୍ଡରେ ବିଭକ୍ତ — Divided in to tiny bits.
(ଯଥା— ଟିକ୍ଟିକ୍କାଗଜତକ ପବନରେ ଉଡ଼ିଗଲା)
ଅନୁବାଦ
ସମ୍ପାଦନାଦେଶଜ - ଅ . (ଧ୍ୱନ୍ୟନୁକରଣ)
ସମ୍ପାଦନାବାଚ୍ ଓ ଘଡ଼ିର ଠକଠକ ବାଜିବା ଶବ୍ଦ —The ticking sound of a clock or watch.