ଟିକରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଟିକର (ଦେଖ) - Tikara (See)

ଦେଶଜ - ବିଶେଷଣ - ସମ୍ପାଦନା

୧. (ସଂସ୍କୃତ - ସ୍ତୋକ) ଅଳ୍ପପରିମିତ — ୧. Of small dimensions; petty.
୨. ଟିକର (ଦେଖ) - — ୨. Tikkara (See)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

ହୁଙ୍କା —Ant hill.

(ଯଥା—ଉଇଟିକରା)