ଟିଉବ୍ ଉଏଲ୍
ଟିଉବ୍ ଉଏଲ୍
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଟିଉବ୍ୱେଲ୍)
ସମ୍ପାଦନାକଳକୁଅ — Tube well.
[ଦ୍ରଷ୍ଟବ୍ୟ —କୂଅ ପାଇଁ ମାଟିରେ ଗହିରା ଗାତ ନ ଖୋଜି ଗୋଟିଏ ଲୁହା ନଳକୁ ମାଟିରେ ତଳ ଆଡ଼କୁ ଠେଲି ମାଡ଼ିବାକୁ ହୁଏ ଓ
ନଳଟି ମାଟି ଭିତରକୁ କ୍ରମଶଃ ପଶୁଥାଏ ଏହିପରି ପଶୁ ପଶୁ ନଳ ଯେତେବେଳେ ଭୂଗର୍ଭସ୍ଥ ଜଳସ୍ରୋତ ହାବୁଡ଼େ ସେତେବେଳେ ସେହି ନଳବାଟେ ଉକ୍ତ ଜଳ ପିଚିକି କରି ଉପରକୁ ଉଠି ଆସେ ଓ ନଳ ମୁହଁରେ ପାଣି ବାହାରେ]