ଟାହିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଟାହ୍ୟା—ଅନ୍ୟରୂପ)

  • (file)
  • (file)

ଦେଶଜ - ବିଶେଷ୍ୟ - (ତୁଳ. ଇଂ Tiara; ଟାୟାରା) ସମ୍ପାଦନା

ଠାକୁରଙ୍କ ପ୍ରଭା ପଛ ଆ଼ଡ଼େ ଦିଆଯିବା ବା ମୁଣ୍ଡ ଜୁଡ଼ାରେ ଖୋସାଯିବା ଫୁଲଦ୍ୱାରା ସଜ୍ଜିତ ମୟୂରପୁଚ୍ଛାକାର ଆଭରଣ— ବିଶେଷ —A fan-shaped nosegay or bouquet arranged for show in the background of an image or a chignon.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ଥଟ୍ଟିଲ; ପରିହାସପ୍ରିୟ —Jestive; jocular.