ଟାହିଆ
ଟାହିଆ
ଉଚ୍ଚାରଣ
ସମ୍ପାଦନା(ଟାହ୍ୟା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ତୁଳ. ଇଂ Tiara; ଟାୟାରା)
ସମ୍ପାଦନାଠାକୁରଙ୍କ ପ୍ରଭା ପଛ ଆ଼ଡ଼େ ଦିଆଯିବା ବା ମୁଣ୍ଡ ଜୁଡ଼ାରେ ଖୋସାଯିବା ଫୁଲଦ୍ୱାରା ସଜ୍ଜିତ ମୟୂରପୁଚ୍ଛାକାର ଆଭରଣ— ବିଶେଷ —A fan-shaped nosegay or bouquet arranged for show in the background of an image or a chignon.
ଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ -
ସମ୍ପାଦନାଥଟ୍ଟିଲ; ପରିହାସପ୍ରିୟ —Jestive; jocular.