ଟାପୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥା ଧାତୁ ଣିଜନ୍ତ ସ୍ଥାପି ଧାତୁ; ଯାହା ଭୂମିରେ ସ୍ଥାପନ କରାଯାଏ) ସମ୍ପାଦନା

୧. ଘୋଡ଼ାଙ୍କ ଖୁରା — ୧. The hoofs of a horse.
୨. ଜୀବର ପାଦଚିହ୍ନ — ୨. Foot-steps of animals.
୩. ଘୋଡ଼ାଙ୍କ ଗୋଡ଼ —୩. The legs of a horse.
୪. ଜୀବର ପାଦ —୪. The foot of an animal.

ଅନୁବାଦ ସମ୍ପାଦନା

୫. ଦ୍ୱୀପ —୫. Island.
୬. (ବ୍ୟଙ୍ଗ) ମନୁଷ୍ୟର ଦୁଇ ହାତ ଓ ଦୁଇ ଗୋଡ଼; ଚାରି କାତ —୬. The ୨ lags and ୨ hands of a man

(ଯଥା— ଲୋକେ ମିଳି ତାର ଚାରି ଟାପୁ ହାଣି ଦେଲେ)