ଟାଙ୍ଗି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ସଂସ୍କୃତ - ଟଙ୍କ; ତୁଙ୍ଗ) କ୍ଷୁଦ୍ର ପାହାଡ଼ — ୧. Hill; hillock.
୨. ଟାଙ୍ଗର; ପାହାଡ଼ିଆ ସ୍ଥାନ —୨. Hilly country.
୩. ପ୍ରସ୍ତରମୟ ପ୍ରଦେଶ —୩. Stony country.
୪. (ସଂସ୍କୃତ - ଟଙ୍କ) ଛୋଟ କୁରାଢ଼ୀ — ୪. Small axe; hatchet; tomahawk.

ପ୍ରାଦେଶିକ - ସମ୍ପାଦନା

୧. (ସିଂହଭୂମ, ସମ୍ୱଲପୁର) ବି—ଫାରସା — Poleaxe.