ଟାଙ୍ଗରାପୁଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - (ବୈଦ୍ୟକ) ସମ୍ପାଦନା

ବୃକ୍ଷବିଶେଷ — A kind of tree.

[ ଦ୍ର—ଏହା ଇଟା ବାଡ଼ ଓ ପଥର ସନ୍ଧିରେ ଜନ୍ମେ ଏହାର ପତ୍ର ଛୋଟ, ସରୁ କୃଷ୍ଣବର୍ଣ୍ଣ ଓ ଚିକ୍କଣ ଏହାର ରସ ପଚ୍ଛିଳ, ତିକ୍ତ ଏବଂ କଟୁ ଏହାର ସମୂଳ ପତ୍ରର ପ୍ରଲେପ ଅଗ୍ନିଦଗ୍ଧ ବ୍ରଣ ଓ ଭଲ୍ଲାତଜନିତ ବ୍ରଣ ଓ ଶୋଥ ପ୍ରଶମନ କରେ ]