ଟାଙ୍କ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂ) ସମ୍ପାଦନା

୧. ଜଳାଧାର; ଟାଙ୍କି — ୧. Cistern; water-reservoir.
୨. ମୋଟ ଲୁହାପତ୍ରରେ ଆଚ୍ଛାଦିତ ଗାଡ଼ି; ଯହିଁରେ ସୈନିକ— ମାନେ ବସି ଶତ୍ରୁବେଷ୍ଟିତ ସ୍ଥାନକୁ ନିରାପଦରେ ଯାଇ ଶତ୍ରୁକୁ ଆକ୍ରମଣ କରନ୍ତି — ୨. Tank; armoured car.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ଆମ୍ୱ ଟାକୁଆ — The stone inside the mango fruit.