ଟାଙ୍କ୍
ଟାଙ୍କ୍
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଇଂ)
ସମ୍ପାଦନା- ୧. ଜଳାଧାର; ଟାଙ୍କି — ୧. Cistern; water-reservoir.
- ୨. ମୋଟ ଲୁହାପତ୍ରରେ ଆଚ୍ଛାଦିତ ଗାଡ଼ି; ଯହିଁରେ ସୈନିକ— ମାନେ ବସି ଶତ୍ରୁବେଷ୍ଟିତ ସ୍ଥାନକୁ ନିରାପଦରେ ଯାଇ ଶତ୍ରୁକୁ ଆକ୍ରମଣ କରନ୍ତି — ୨. Tank; armoured car.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
ସମ୍ପାଦନାଆମ୍ୱ ଟାକୁଆ — The stone inside the mango fruit.