ଟାଙ୍କୁ ହାଣିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଦୁଇ ଜଙ୍ଘ ନିକଟରୁ ଗୋଡ଼କୁ ହାଣି— ଦେବା —୧. To cut a person's the legs at the thighs.
୨. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିକୁ ଅକର୍ମଣ୍ୟ କରିଦେବା — ୨. (figurative). ୨. To disable a person.

(ଯଥା—ମୁଁ ତୋ ଟାଙ୍କୁ ହାଣିଦେବି)