ଟାଙ୍କୁରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ଟଙ୍କ ଧାତୁ=ବନ୍ଧନ) ସମ୍ପାଦନା

୧. (ଦେହର ଲୋମମାନ) ଭୟ, ଶୀତ, ଚିନ୍ତା, ବା ପ୍ରେମାତିଶଯ୍ୟରେ ଠିଆ ହେବା; ପୁଲକିତ ହେବା — To stand on end; to bristle (the down of the body in an ecstasy of fear, love or intense cold).

ଟାଙ୍କୁରୁଛି ରୋମରାନି ତାହାର—ଗୋଲୋକ ଇନ୍ଦୁରେଖା

୨. (ଶରୀର) ରୋମାଞ୍ଚିତ ହେବା — ୨. (the body) To be horripilated.