ଟାଙ୍କି ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. କସି ହେବା — ୧. To sit tight (said of tight clothes).

(ଯଥା—ଏ କୁର୍ତ୍ତାଟା ମୋ ଦିହକୁ ଟାଙ୍କି ହେଉଛି)

୨. ଟାଙ୍ଗି ହେବା; ଉକୁଚି ହେବା — ୨. To be suspended.