ଟାଙ୍କିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ଟଙ୍କ ଧାତୁ=ବନ୍ଧନ; ତୁଳ. ଇଂ ଟାକ୍) ସମ୍ପାଦନା

୧. ଛୁଞ୍ଚିଦ୍ୱାରା ସିଲାଇ କରିବା; ଢାଗା ଗଳାଇବା — ୧. To stitch; to sew roughly.
୨. ଦୁଇଖଣ୍ଡ କନାକୁ ଢାଗା ଗଳାଇ ସିଇଁବା — ୨. To tack together two pieces of cloth.
୩. (ସଂସ୍କୃତ - ତର୍କଣ) ହାତଦ୍ୱାରା କୌଣସି ପଦାର୍ଥକୁ ଟେକି ବା ଧରି ତହିଁର ଓଜନକୁ ଅଟକଳ କରିବା — ୩. To estimate the approximate weight of an article by lifting or holding it on the palm.
୪. (ସଂସ୍କୃତ - ଟଙ୍କ ଧାତୁ= ବନ୍ଧନ) (ରୋମ) ଟାଙ୍କୁରିବା = ୪. (the down of the body) To stand on end; to horripilate.

[ ଦ୍ର—ଏ କ୍ରିୟାର ଆସମାପିକାରୂପ ସଙ୍ଗେ ଦେବା କ୍ରିୟାର ସମାପିକାରୂପ ଯୁକ୍ତ ହୁଏ ]