ଟାଙ୍କିଟୁଙ୍କି ଦେବା

ଟାଙ୍କିଟୁଙ୍କି ଦେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ବ୍ୟଙ୍ଗ) (ତୁଳ. ପେଟେ ଠୁଙ୍କି ଦେବା, ପେଟେ ମାରି ଦେବା; ପେଟେ ଗେବି ଦେବା) ସମ୍ପାଦନା

ପେଟେ ଭୋଜନ କରିବା; ପେଟ ଭର୍ତ୍ତି କରି କାଇବା —To eat one's belly-ful.

ଛୋଟା ଆନନ୍ଦରେ କଂସାକ ପଖାଳ ଟାଙ୍କିଟୁଙ୍କି ଦେଇ ସଙ୍ଗାତ ପାଖକୁ ଚାଲିଯାଏ—ଫକୀରମୋହନ. ଗଳ୍ପସ୍ୱଳ୍ପ