ଟାଙ୍କିଟୁଙ୍କି ଦେବା
ଟାଙ୍କିଟୁଙ୍କି ଦେବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଟାଙ୍କିଟୁଙ୍କି ଦେବା
|
ଦେଶଜ - କ୍ରି. (ବ୍ୟଙ୍ଗ) (ତୁଳ. ପେଟେ ଠୁଙ୍କି ଦେବା, ପେଟେ ମାରି ଦେବା; ପେଟେ ଗେବି ଦେବା)
ସମ୍ପାଦନାପେଟେ ଭୋଜନ କରିବା; ପେଟ ଭର୍ତ୍ତି କରି କାଇବା —To eat one's belly-ful.
ଛୋଟା ଆନନ୍ଦରେ କଂସାକ ପଖାଳ ଟାଙ୍କିଟୁଙ୍କି ଦେଇ ସଙ୍ଗାତ ପାଖକୁ ଚାଲିଯାଏ—ଫକୀରମୋହନ. ଗଳ୍ପସ୍ୱଳ୍ପ