ଟାଙ୍କି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଟାଙ୍କ୍) ସମ୍ପାଦନା

ବହୁ ପରିମିତ ଜଳ ବା ତୈଳ ସଞ୍ଚୟ କରିବାର ବୃହତ୍ ଲୌହମୟ ଆଧାର — Iron-tank for storing oil or water.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଟଙ୍କ) ସମ୍ପାଦନା

ପଥର କାଟିବାର ଲୁହା ନିହଣ — Iron chisel for cutting stone.