ଟାଙ୍କା ମାରିବା

ଦେଶଜ - କ୍ରିୟାପଦ -

ସମ୍ପାଦନା

ଚିରି ଯାଇଥିବା ଲୁଗା ବା କନାର ଦୁଇ ଅଂଶକୁ ଯୋଡ଼ି ମୋଟ ବା ଦୁଇ ଛାଡ଼ିଆ କରି ସିଲାଇ କରିବା